ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମସ୍ତ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ରହିଛି।
06-May-2025, Tuesday
ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମସ୍ତ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ରହିଛି। ରକ୍ତା ଭାବ କୁ କିଛି ମାତ୍ରା ରେ ଦୂର କରିବା ପାଇଁ #World_Red_Cross_Day ରେ TPWODL ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ରକ୍ତ ଦାନ ଶିବିର.....
ତା-୦୮-୦୫-୨୦୨୫ରିଖ (ଗୁରୁ ବାର)
ସମୟ - ସକାଳ ୯ଟା ରୁ
ସ୍ଥାନ- ଅଗ୍ରଗାମୀ ଯୁବକ ସଂଘ, ବରଗଡ଼
ଏହି ଶିବିର ରେ ବହୁ ସଂଖ୍ୟା ରେ ଯୋଗ ଦେଇ ରକ୍ତ ଦାନ ଭଳି ଶ୍ରେଷ୍ଠ ଦାନ କରିବାକୁ ସମସ୍ତ ଙ୍କୁ ବିନମ୍ର ଅନୁରୋଧ।