ଅତ୍ୟନ୍ତ ବିରଳ ରକ୍ତ O-ve ଦାନ କରି ଜୀବନ ବଂଚାଇଲେ ନିଷ୍ଠା ପରିବାର ର ଶାନ୍ତନୁ ମେହେର
11-May-2025, Sunday
ଜଣେ ରୋଗୀ କୁ ଅତ୍ୟନ୍ତ ବିରଳ ରକ୍ତ O-VE ଆବଶ୍ୟକ ଥିବା ଖବର ପାଇଥିଲା ନିଷ୍ଠା ପରିବାର। ତୁରନ୍ତ ନିଷ୍ଠା ପରିବାର ସକ୍ରୀୟ ସଦସ୍ୟ ଶ୍ରୀ ଶାନ୍ତନୁ କୁମାର ମେହେର O-ve ବରଗଡ଼ ରକ୍ତ ଭଣ୍ଡାର କୁ ପହଞ୍ଚି ସ୍ଵେଚ୍ଛାକୃତ ଭାବରେ ରକ୍ତ ଦାନ ଭଳି ଶ୍ରେଷ୍ଠ ଦାନ କରି ଏକ ଅମୂଲ୍ୟ ଜୀବନ ବଞ୍ଚାଇଵାରେ ସହଯୋଗ କରିଥିଲେ। ଆଜ୍ଞା ଜଣେ ନିୟମିତ ରକ୍ତ ଦାତା। ନିଷ୍ଠା ପରିବାର ତରଫ ମେହେର ଆଜ୍ଞା ଙ୍କୁ କୋଟି କୋଟି ପ୍ରଣାମ ଓ ଧନ୍ୟବାଦ।