ବିବାହ_ବାର୍ଷିକୀରେ_ରକ୍ତଦାନ_କଲେ_ଦମ୍ପତ୍ତି
11-May-2025, Sunday
ନିଜ ବିବାହ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ନିଜ ବିବାହ ବାର୍ଷିକୀ ଅବସରରେ ବରଗଡ଼ ନିବାସୀ ଶ୍ରୀ ଫାଲଗୁନୀ ପଣ୍ଡା ଓ ଶ୍ରୀମତି ଗାୟତ୍ରୀ ପଣ୍ଡା ସ୍ଵଇଛା ରେ ବରଗଡ଼ ରକ୍ତ ଭଣ୍ଡାର କୁ ଆସି ରକ୍ତଦାନ ଭଳି ଶ୍ରେଷ୍ଠ ଦାନ କରିଥିଲେ। ଖୁସି ର କଥା ଉଭୟ ଙ୍କ ର ରକ୍ତ ବର୍ଗ AB+VE ଯାହାକି ବର୍ତ୍ତମାନ ରକ୍ତ ଭଣ୍ଡାର ରେ ଘୋର ଅଭାବ। ଉଭୟ ଙ୍କ ରକ୍ତ ରେ ଦୁଇଟି ଅମୁଲ୍ୟ ଜୀବନ ବଞ୍ଚିଗଲା। ନିଷ୍ଠା ପରିବାର ତରଫରୁ ଉଭୟ ଉଭୟ ଙ୍କୁ ବିବାହ ବାର୍ଷିକୀ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ସହ ରକ୍ତ ଦାନ କରିଥିବା ରୁ ବହୁତ ବହୁତ ଧନ୍ୟବାଦ ଓ ନମସ୍କାର🙏🏼🙏🏼
ଆସନ୍ତୁ ନିଜର ଜନ୍ମ ଦିନ କିମ୍ବା ବିବାହ ବାର୍ଷିକୀ କୁ ମନେ ରଖିବା ପାଇଁ ରକ୍ତ ଦାନ କରି ଅନ୍ୟର ଜୀବନ ବଞ୍ଚାଇବା...