Loading...

ଏକ ନିଆରା ପରମ୍ପରା ଜନ୍ମ ଦିନ ରେ ରକ୍ତ ଦାନ ଶିବିର

16-May-2025, Friday
ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମସ୍ତ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ରହିଛି। ରକ୍ତା ଭାବ କୁ କିଛି ମାତ୍ରା ରେ ଦୂର କରିବା ପାଇଁ ଗୋବିନ୍ଦ ପୁର ଯୁବକ ସଂଘ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ରକ୍ତ ଦାନ ଶିବିର..... ତା-୧୭-୦୫-୨୦୨୫ରିଖ (ଶନି ବାର) ସମୟ - ସକାଳ ୮ଟା ରୁ ସ୍ଥାନ- ପୁରୁଣା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ଗୋବିନ୍ଦ ପୁର,ବରଗଡ଼ ଏହି ଶିବିର ରେ ବହୁ ସଂଖ୍ୟା ରେ ଯୋଗ ଦେଇ ରକ୍ତ ଦାନ ଭଳି ଶ୍ରେଷ୍ଠ ଦାନ କରିବାକୁ ସମସ୍ତ ଙ୍କୁ ବିନମ୍ର ଅନୁରୋଧ।