Loading...

ରକ୍ତ ଦାନ କରି ବିବାହ ବାର୍ଷିକୀ ପାଳନ କଲେ ରାମ କୃଷ୍ଣ ମେହେର

19-May-2025, Monday
ନିଜ ବିବାହ ବାର୍ଷିକୀ କୁ ସ୍ମରଣୀୟ କରିବା ପାଇଁ ରାମ କୃଷ୍ଣ ମେହେର ଆଜ୍ଞା ନିଜେ ସ୍ଵେଚ୍ଛାକୃତ ଭାବରେ ବରଗଡ଼ ରକ୍ତ ଭଣ୍ଡାର କୁ ଯାଇ ରକ୍ତ ଦାନ ଭଳି ଶ୍ରେଷ୍ଠ ଦାନ କରି ଏକ ଅମୂଲ୍ୟ ଜୀବନ ବଞ୍ଚାଇବା ରେ ସହଯୋଗ କରିଛନ୍ତି। ନିଷ୍ଠା ପରିବାର ର ସକ୍ରୀୟ ସଦସ୍ୟ ଶ୍ରୀ ଶାନ୍ତନୁ ମେହେର ଉପସ୍ଥିତ ଥିଲେ। ରକ୍ତ ଦାନ ଭଳି ଶ୍ରେଷ୍ଠ ଦାନ କରିଥିବାରୁ ରାମ କୃଷ୍ଣ ମେହେର ଆଜ୍ଞା ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ ବିବାହ ବାର୍ଷିକୀ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା।