Loading...

ଅତ୍ୟନ୍ତ ବିରଳ ରକ୍ତ B-VE ଦେଇ ଜୀବନ ବଞ୍ଚାଇଲେ ଉତ୍ତମ ବିଶି

20-May-2025, Tuesday
ଗୋଟିଏ ରୋଗୀକୁ ଅତ୍ୟନ୍ତ ବିରଳ ରକ୍ତ B-VE ଆବଶ୍ୟକତା ଥିବା ଖବର ପାଇଥିଲା ନିଷ୍ଠା ପରିବାର। ତୁରନ୍ତ ନିଷ୍ଠା ପରିବାର ର ଯୋଗା ଯୋଗ ଓ ଅନୁରୋଧ କ୍ରମେ ଉତ୍ତମ ବିଶି B-ve ଆଜ୍ଞା ଏତେ ଟାଣ ଖରା ରେ ନିଜ କାମ ଛାଡି ତୁରନ୍ତ ବରଗଡ଼ ରକ୍ତ ଭଣ୍ଡାର କୁ ପହଞ୍ଚି ରକ୍ତ ଦାନ ଭଳି ଶ୍ରେଷ୍ଠ ଦାନ କରି ଏକ ଅମୁଲ୍ୟ ଜୀବନ ବଞ୍ଚାଇବାରେ ସହଯୋଗ କରିଥିଲେ। ଉତ୍ତମ ବିଶି ଆଜ୍ଞା ଙ୍କୁ ଯେତେ ପ୍ରଶଂସା କଲେ କମ୍ ହେବ ନିଷ୍ଠା ପରିବାର ତରଫ ରୁ ବିଶି ଆଜ୍ଞା ଙ୍କୁ ବହୁତ ବହୁତ ଧନ୍ୟବାଦ।