ନିଷ୍ଠା ପରିବାର
21-May-2025, Wednesday
ଏହି ବ୍ୟକ୍ତି ଜଣକ ଗତକାଲି ପଦ୍ମପୁର ଡାକ୍ତର ଖାନା ରୁ ୧୦୮ଆମ୍ବୁଲାନ୍ସ ଯୋଗେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆସିଛନ୍ତି। ସେ ପରାଲେଶିସ ରୋଗ ରେ ପୀଡ଼ିତ। ବର୍ତ୍ତମାନ ନିଷ୍ଠା ପରିବାର ତରଫ ରୁ ତାଙ୍କର ଚିକିତ୍ସା କରାଯାଉଛି। ତାଙ୍କର କୌଣସି ପରିଚୟ ମିଳପାରିନାହିଁ। ଯଦି କେହି ତାଙ୍କୁ ଜାଣିଛନ୍ତି ତେବେ ନିମ୍ନ ରେ ଦିଆଯାଇଥିବା ନମ୍ବର ରେ ଜଣାଇବାକୁ ନିଷ୍ଠା ପରିବାର ତରଫ ରୁ ଅନୁରୋଧ ।