ରକ୍ତ ଦାନ କରି ଜୀବନ ବାଞ୍ଚାଇଲେ ସୁଭମ ଓ ଅଙ୍କିତ.....
07-June-2025, Saturday
ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମସ୍ତ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ରହିଛି। ଜଣେ ରୋଗୀ କୁ O+VE ରକ୍ତ ର ଆବଶ୍ୟକତା ଥିବା ଖବର ପାଇଥିଲା ନିଷ୍ଠା ପରିବାର। ଆମ ନିଷ୍ଠା ପରିବାର ର ମହିଳା ଶାଖା ସଂଜୋଯିକା ତ୍ରିପୁରା ସୂହୁଳା ଙ୍କ ଯୋଗାଯୋଗ କ୍ରମେ ସୁଭମ ନାୟକ ଭାଇ ଭଟଲି ବ୍ଲକ ରୁ ଥାଇ ମଧ୍ୟ ନିଜର ଅମୁଲ୍ୟ ସମୟ ଦେଇ ଆସିଥିବା ବେଳେ ଅଙ୍କିତ ପ୍ରଧାନ ମଧ୍ୟ ବରଗଡ଼ ରକ୍ତ ଭଣ୍ଡାର କୁ ଯାଇ ସ୍ଵେଚ୍ଛାକୃତ ଭାବରେ ରକ୍ତ ଦାନ କରି ଏକ ଅମୂଲ୍ୟ ଜୀବନ ବଞ୍ଚାଇବାରେ ସହଯୋଗ କରିଥିଲେ। ଉଭୟେ ଆମ ନିଷ୍ଠା ପରିବାର ର ମନୋବଳ କୁ ସୁଦୃଢ କରିଥିବାରୁ ନିଷ୍ଠା ପରିବାର ତରଫ ରୁ ଉଭୟ ଙ୍କୁ ହୁତ ବହୁତ ଧନ୍ୟବାଦ ।