ରକ୍ତ ଦାନ କରି ବିବାହ ବାର୍ଷିକୀ ପାଳନ କଲେ ଅନୁପ ଓ ଟ୍ୱୀଙ୍କଲ ବେହେରା
08-June-2025, Sunday
ନିଜ ବିବାହ ବାର୍ଷିକୀ କୁ ସ୍ମରଣୀୟ କରିବା ପାଇଁ ଅନୁପ କୁମାର ବେହେରା ଓ ତାଙ୍କ ପତ୍ନୀ ଟ୍ୱୀଙ୍କଲ ବେହେରା ନିଜେ ସ୍ଵେଚ୍ଛାକୃତ ଭାବରେ ବରଗଡ଼ ରକ୍ତ ଭଣ୍ଡାର କୁ ଯାଇ ରକ୍ତ ଦାନ ଭଳି ଶ୍ରେଷ୍ଠ ଦାନ କରି ଏକ ଅମୂଲ୍ୟ ଜୀବନ ବଞ୍ଚାଇବା ରେ ସହଯୋଗ କରିଛନ୍ତି। ଏତେ ଟାଣ ଖରା ରେ ରକ୍ତ ର ଅଭାବ ଥିବା କଥା ଜାଣି ଉଭୟେ ନିଜ ବିବାହ ବାର୍ଷିକୀ ଅବସରରେ ରକ୍ତ ଦାନ କରିଥିବା କହିଛନ୍ତି। ରକ୍ତ ଦାନ ଭଳି ଶ୍ରେଷ୍ଠ ଦାନ କରିଥିବାରୁ ବେହେରା ଦମ୍ପତ୍ତି ଙ୍କୁ ଆମ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ ବିବାହ ବାର୍ଷିକୀ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା। ଆପଣ ଙ୍କ ମହତ୍ ଚିନ୍ତା ଧାରା କୁ ହୃଦୟ ରୁ ପ୍ରଣାମ.....