Loading...

National Cancer Survivors Day

31-May-2025, Saturday
ଆସନ୍ତୁ ଏହି ମହତ କାର୍ଯ୍ୟକ୍ରମ ରେ ସାମିଲ ହେବା ନିଜ ଅଞ୍ଚଳ ରେ ରହୁଥିବା କେନସର ପିଡୀତ ଓ କେନସର ସର୍ଭାଇବର୍ସ ମାନଙ୍କୁ ତାଙ୍କ ନିଜ ପରିବାର ଙ୍କ ସହିତ ୧ ଜୁନ ୨୦୨୫ ରବିବାର ଦିନ National Cancer Survivors Day ପାଳନ କରିବା ଓ ଉତ୍ସାହିତ କରିବା। କେନସର ଫାଇଟର ଗ୍ରୁପ ବରଗଡ଼ ର ଅନନ୍ୟ କାର୍ଯ୍ୟକ୍ରମ କୁ ନିଷ୍ଠା ପରିବାର ସ୍ବାଗତ ଜଣାଏ।ଆସନ୍ତୁ ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟା ରେ ସାମିଲ ହେବା।