Loading...

A+VE ରକ୍ତ ଦାନ କରି ଜୀବନ ବାଞ୍ଚାଇଲେ ସତ୍ୟବାନ ସାହୁ

05-June-2025, Thursday
ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମସ୍ତ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ରହିଛି। ଜଣେ ରୋଗୀ କୁ A+VE ରକ୍ତ ର ଆବଶ୍ୟକତା ଥିବା ଖବର ପାଇଥିଲା ନିଷ୍ଠା ପରିବାର। ଆମ ନିଷ୍ଠା ପରିବାର ର ସଂପାଦକ ଲୋକନାଥ ସାହୁ ଙ୍କ ଯୋଗାଯୋଗ କ୍ରମେ ଆମ ନିଷ୍ଠା ପରିବାର ର ସକ୍ରୀୟ ସଦସ୍ୟ ସତ୍ୟବାନ ସାହୁ A+VE ନିଜେ ସ୍ୱଇଛା ରେ ବରଗଡ଼ ରକ୍ତ ଭଣ୍ଡାର କୁ ଯାଇ ସ୍ଵେଚ୍ଛାକୃତ ଭାବରେ ରକ୍ତ ଦାନ କରି ଏକ ଅମୂଲ୍ୟ ଜୀବନ ବଞ୍ଚାଇବା ସହ ନିଷ୍ଠା ପରିବାର ର ମନୋବଳ କୁ ସୁଦୃଢ କରିଥିବାରୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ।