Loading...

କଂସ ଦରବାରରେ ନିଷ୍ଠା ପରିବାର ସମ୍ବର୍ଦ୍ଧିତ

09-January-2023, Monday
ପ୍ରବଳ ପ୍ରତାବୀ ମଥୁରା ନରେସ ଶ୍ରୀ ଶ୍ରୀ କଂସ ମହାରାଜଙ୍କ ନିର୍ଦେଶ କ୍ରମେ ୭୫ତମ ବର୍ଷ ହୀରକ ଜୟନ୍ତୀ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ,ବରଗଡ଼ ଅବସରରେ ନିଷ୍ଠା ପରିବାର ତରଫରୁ ଲଗାତାର ଛଅ ଦିନ ଧରି ରକ୍ତ ଦାନ ଶିବିର ଆୟୋଜନ କରି ସର୍ବମୋଟ୍ ୭୭୭ୟୁନିଟ୍ ରକ୍ତ ସଂଗୃହୀତ କରି ବରଗଡ଼,ସମ୍ବଲପୁର ଓ ବୁର୍ଲା ରକ୍ତ ଭଣ୍ଡାର କୁ ପ୍ରଦାନ କରିଥିବାରୁ ପ୍ରବଳ ପ୍ରତାବୀ ମଥୁରା ନରେସ ଶ୍ରୀ ଶ୍ରୀ କଂସ ମହାରାଜ ତାଙ୍କ ଦରବାରକୁ ଡାକି ନିଷ୍ଠା ପରିବାର କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ସମ୍ମାନ ପ୍ରଦାନ ପାଇଁ ମହାରାଜ କଂସ ଓ ଧନୁଯାତ୍ରା କମିଟି କୁ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ।