Loading...

ନିଜ ପୁଅର ଜନ୍ମ ଦିନରେ ରକ୍ତ ଦାନ କଲେ ବାପା

25-February-2023, Saturday
ପୁଅ ଆରୁଲ ଶଙ୍କର ଯୋଶୀ ର ଜନ୍ମ ଦିନ ପାଳନ ଅବସରରେ ବରଗଡ଼ ରକ୍ତ ଭଣ୍ଡାର କୁ ଯାଇ ରକ୍ତ ଦାନ କଲେ ବାପା ଅକ୍ଷୟ ଯୋଶୀ। ପୁଅ ର ଜନ୍ମ ଦିନ କୁ ସ୍ମରଣୀୟ କରିବା ସହ ଗୋଟିଏ ରୋଗୀ ର ଅମୂଲ୍ୟ ଜୀବନ ବଞ୍ଚାଇଥିବାରୁ ନିଷ୍ଠା ପରିବାର ତରଫରୁ ଅକ୍ଷୟ ଯୋଶୀ ଆଜ୍ଞା ଙ୍କୁ ବହୁତ ବହୁତ ଧନ୍ୟବାଦ ଓ ପୁଅ ଆରୁଲ ଶଙ୍କର ଯୋଶୀ କୁ ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।