Loading...

ସୁଦୂର ଆଠଗଡ଼ ମାଟିରେ ସମ୍ବର୍ଦ୍ଧିତ ହେଲା ନିଷ୍ଠା ପରିବାର

26-February-2023, Sunday
କଟକ ଜିଲ୍ଲାର ସାଇ ଭବନ,ଉପର ସାହି, ଆଠଗଡ଼ ରେ ଯଷ୍ଟ ଫର ୟୁ ସେବା ସଙ୍ଘ ର ଦ୍ଵିତୀୟ ବାର୍ଷିକୋତ୍ସବ ଅବସର ରେ ଆମ ଅନୁଷ୍ଠାନ ନିଷ୍ଠା ପରିବାର କୁ ସମାଜ ସେବା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ ନିଷ୍ଠା ପରିବାର ର ସକ୍ରୀୟ ସଦସ୍ୟ ଦୟାନିଧି ଷଡ଼ଙ୍ଗୀ ଉପସ୍ଥିତ ରହି ସମ୍ବାନ ଗ୍ରହଣ କରିଥିଲେ।ଆପଣ ମାନଙ୍କ ଏହି ଭଲ ପାଇବା ଓ ସମ୍ମାନ ଆମକୁ ସମାଜ ସେବା ପାଇଁ ଆହୁରି ପ୍ରେରଣା ଯୋଗାଇବ।ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରି ନିଷ୍ଠା ପରିବାରକୁ ସମ୍ବର୍ଦ୍ଧିତ କରିଥିବା ଓ ଖୁବ୍ ସୁନ୍ଦର ଆତିଥ୍ୟ ପ୍ରଦାନ ପାଇଁ ଯଷ୍ଟ ଫର ୟୁ ସେବା ସଙ୍ଘ ର ସମସ୍ତ କର୍ମକର୍ତ୍ତା ଙ୍କୁ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ।