Loading...

ଜାତୀୟ ସୁରକ୍ଷା ସପ୍ତାହରେ ରକ୍ତ ଦାନ ଶିବିର

03-March-2023, Friday
ଜାତୀୟ ସୁରକ୍ଷା ସପ୍ତାହ ଅବସର ରେ RWSS ପ୍ରୋଜେକ୍ଟ, ମହୁଲ ପାଲି, ଭେଡେନ,ବରଗଡ଼ ଠାରେ କେ.ଇ.ସି ଇଣ୍ଟର ନ୍ୟାସନ୍ୟାଲ ଲିମିଟେଡ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୨୬ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ରକ୍ତ ଦାନ ଶିବିର ଆୟୋଜନ କରିଥିବାରୁ କେ.ଇ.ସି ଇଣ୍ଟର ନ୍ୟାସନ୍ୟାଲ ଲିମିଟେଡ କୁ ଆମ ନିଷ୍ଠା ପରିବାର ତରଫରୁ ଉପଢୌକନ ଓ MOMENTO ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଶିବିର କୁ କେ.ଇ.ସି ଇଣ୍ଟର ନ୍ୟାସନ୍ୟାଲ ଲିମିଟେଡ ର ଆର ବିଜୟ ପ୍ରୋଜେକ୍ଟ ହେଡ,ଆର୍କ ଘୋଷ EHS ଇନ ଚାର୍ଜ,ସୂର୍ୟ ପ୍ରକାଶ ପାଇପ ଲାଇନ ଇନ ଚାର୍ଜ, ଅଲେଖ ସ୍ୱାଇଁ ଏଚ ଆର ମୁଖ୍ୟ ଙ୍କ ସହ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ପରିଚାଳନା କରିଥିଲେ। ରକ୍ତ ଦାନ କରିଥିବା ସମସ୍ତ ରକ୍ତ ଦାତା,ଶୁଭେଚ୍ଛୁ ଓ ସହଯୋଗୀ ମାନଙ୍କୁ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ।