Loading...

ଅସହାୟଙ୍କ ସେବାରେ ସଦା ସର୍ବଦା ନିଷ୍ଠା ପରିବାର

23-March-2023, Thursday
ଖପସି ପାଲି, କୁବେଡେଗା ଓ ଗାଇସିମା ଗ୍ରାମ ର ଦୁଇ ଜଣ ଅସହାୟ ରୋଗୀ ଙ୍କ ଅବସ୍ଥା ଗୁରୁତର ଥିବା ରୁ ବରଗଡ଼ ମୁଖ୍ୟ ଡାକ୍ତରଖାନା ରେ ନିଷ୍ଠା ପରିବାର ତରଫରୁ ଭର୍ତ୍ତି କରାଯାଇଥିଲା। କିଛି ଦିନ ର ଚିକିତ୍ସା ପରେ ଉଭୟ ଙ୍କ ଅବସ୍ଥା ଠିକ ନ ଥିବାରୁ ଉଭୟ ଙ୍କୁ ବୁର୍ଲା ଡ଼ାକ୍ତରଖାନା ରେଫର୍ କରାଯାଇଥିଲା । ଦୀର୍ଘ ଦିନ ର ଚିକିତ୍ସା ପରେ ଉଭୟଙ୍କୁ ଡାକ୍ତର ଘର କୁ ଯିବାକୁ ପରାମର୍ଶ ଦେଇ ଥିଲେ। ଉଭୟ ଙ୍କୁ ଆମ ନିଷ୍ଠା ପରିବାର ଆମ୍ବୁଲାନ୍ସ ରେ ତାଙ୍କ ଘରେ ପହଞ୍ଚ୍ଛାଇଥିଲା ନିଷ୍ଠା ପରିବାର।