Loading...

BARGARH PEACE AWARD ରେ ସମ୍ମାନିତ ହେଲା ନିଷ୍ଠା ପରିବାର

01-April-2023, Saturday
ବରଗଡ଼ ଟାଉନ ସ୍ଥିତ ଆଗ୍ରଗାମୀ ଯୁବକ ସଙ୍ଘ ଠାରେ ବରଗଡ଼ SOCIAL ACTIVIST ଅନୁଷ୍ଠାନ ଦ୍ୱାରା ବରଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ସମାଜ ସେବା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ଆମ ନିଷ୍ଠା ପରିବାର କୁ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ୍ୟ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ BARGARH PEACE AWARD ସମ୍ବର୍ଦ୍ଧିତ କରିଥିଲେ। ନିଷ୍ଠା ର ସହ ସଂପାଦକ ଶ୍ରୀ ସଙ୍କେତ ଆଠଘରା ଏହି ସମ୍ମାନ ଗ୍ରହଣ କରିଥିଲେ।ଆପଣ ମାନଙ୍କ ଏହି ଭଲ ପାଇବା ଓ ସମ୍ମାନ ଆମ କୁ ସମାଜ ସେବା ପାଇଁ ଆହୁରି ପ୍ରେରଣା ଯୋଗାଇବ।ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରି ନିଷ୍ଠା ପରିବାରକୁ ସମ୍ବର୍ଦ୍ଧିତ କରିଥିବା ଓ ଖୁବ୍ ସୁନ୍ଦର ଆତିଥ୍ୟ ପ୍ରଦାନ ପାଇଁ SOCIAL ACTIVIST ଅନୁଷ୍ଠାନ କୁ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ।